HOW TO APPLY BIRTH CRTIFICATE ? ଜନ୍ମ ସାର୍ଟିଫିକେଟ କେମିତି ଆବେଦନ କରାଯାଏ ?

ଓଡ଼ିଶାରେ ଜନ୍ମ ସାର୍ଟିଫିକେଟ୍ (Birth Certificate) ପାଇଁ ଆବେଦନ କରିବା ଏବେ ବହୁତ ସହଜ ହୋଇଯାଇଛି। ଆପଣ ଏହାକୁ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ କରିପାରିବେ।

କିଛି ଜାଣି ରଖିବା କଥା

ଅନଲାଇନ କିମ୍ବା ଅଫଲାଇନ ଆବେଦନ କରିବା ପୂର୍ବରୁ କଣ କଣ ଡକ୍ୟୁମେଣ୍ଟ ଆବଶ୍ୟକ ହୋଇଥାଏ , ତାହା ଜାଣିବା ନିହାତି ଜରୁରୀ ଅଟେ ? ଆବେଦନ ପୂର୍ବରୁ ସମସ୍ତ ଡକ୍ୟୁମେଣ୍ଟ ଠିକ ଥିବା ଆବଶ୍ୟକ ଗୋଟିଏ ସ୍ପେଲିଂ ଭୁଲ ଥିଲେ ମଧ୍ୟ ରିଜେକ୍ଟ ହୋଇପାରେ I ଧ୍ୟାନର ସହ ଆବେଦନ କରିବେ I

କଣ କଣ ଡକ୍ୟୁମେଣ୍ଟ ଆବଶ୍ୟକ ହୋଇଥାଏ

  1. ମମତା ବହି କିମ୍ବା ଡିସ୍ଚାର୍ଜ ପେପର
  2. ବାପା ,ମା ଙ୍କ ଆଧାର କାର୍ଡ
  3. ମୋବାଇଲ ନମ୍ବର

ସର୍ବ ପ୍ରଥମେ ଅନଲାଇନ ଆବେଦନ ବିଷୟ ରେ ଜାଣିବା

  1. ମମତା ବହି କିମ୍ବା ଡିସ୍ଚାର୍ଜ ପେପର
  2. ବାପା ,ମା ଙ୍କ ଆଧାର କାର୍ଡ
  3. ମୋବାଇଲ ନମ୍ବର

ଅନଲାଇନ ଆବେଦନ କଲାବେଳେ ଏହି ତିନୋଟି ଜିନିଷ ଦରକାର ହୋଇଥାଏ I ଆବେଦନ ପୂର୍ବରୁ ଏହିଗୁଡିକୁ ସ୍କାନ କରିରଖାନ୍ତୁ I

ପ୍ରଥମ ସ୍ଟେପ :-

ସର୍ବ ପ୍ରଥମେ ଯେକୌଣସି ଏକ ବ୍ରାଉଜର କୁ ଯାନ୍ତୁ ଏବଂ ସର୍ଚ୍ଚ ବାର ରେ birthdeath.odisha.gov.in ଲେଖି ସର୍ଚ୍ଚ କରନ୍ତୁ ଏହାପରେ ସର୍ବପ୍ରଥମେ ଆସିଥିବା ୱେବସାଇଟ ଉପରେ କ୍ଲିକ କରନ୍ତୁ I (https://www.birthdeath.odisha.gov.in/)

ଦ୍ୱିତୀୟ ସ୍ଟେପ :-

Citizen Services ଉପରେ କ୍ଲିକ କରନ୍ତୁ ,ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

ଜନ୍ମ ସାର୍ଟିଫିକେଟ ଟି ଆବେଦନ କରିବା ବେଳେ Online Birth Services ରେ ହିଁ ସିଲେକ୍ଟ ହୋଇଥିବା ଆବଶ୍ୟକ ଏବଂ Apply Certificate ଉପରେ କ୍ଲିକ କରନ୍ତୁ I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

ଏହି ପେଜ୍ ରେ ଆସିବା ପରେ (Close ) କ୍ଲୋଜ ଉପରେ କ୍ଳିକ କରନ୍ତୁ I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

ଏହି ପେଜ୍ ରେ ଆସିବା ପରେ (Close ) କ୍ଲୋଜ ଉପରେ କ୍ଳିକ କରନ୍ତୁ I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

ବାମ ପଟ ଥିବା ବାକ୍ସ ଉପରେ ନଜର ଦିଅନ୍ତୁ ସର୍ବ ପ୍ରଥମେ Basic Details ସେକ୍ସନ ରେ ଧ୍ୟାନ ଦିଅନ୍ତୁ I District ସେକ୍ସନ ରେ ପିଲାଟି ଯେଉଁ ଜିଲ୍ଲା ରେ ଜନ୍ମ ହୋଇଛି ସେ ଜିଲ୍ଲାଟିକୁ ସିଲେକ୍ଟ କରନ୍ତୁ ,ଏହାପରେ Registration Unit ସେକ୍ସନ ରେ ଯେଉଁ ଜିଲ୍ଲା ରେ ଜନ୍ମ ହୋଇଛି ସେ ଜିଲ୍ଲା ଅଧୀନରେ ଥିବା ମେଡିକାଲ ଅର୍ଥାତ ପିଲାଟି ଯେଉଁ ମିଡ଼ିକାଲ ରେ ଜନ୍ମ ହୋଇଛି ସେହି ମେଡିକାଲ ଟିକୁ ଚୟନ କରନ୍ତୁ ଏହାପରେ ପିଲାଟି ଜନ୍ମ ତାରିଖ ଚୟନ କରନ୍ତୁ I

ଏହାପରେ Search Details ସେକ୍ସନ ରେ ଅର୍ଥାତ ଡାହାଣ ପଟ ଥିବା ବାକ୍ସ କୁ ଧ୍ୟାନ ଦିଅନ୍ତୁ Search by Registration No  ଜାଗାରେ ରେଜିସ୍ ଷ୍ଟେସନ ନମ୍ବର ଲେଖନ୍ତୁଲେଖି ସାରିବାପରେ ତଳେ ଦିଆଯାଇଥିବା ସର୍ଚ୍ଚ ବଟମରେ କ୍ଲିକ କରନ୍ତୁ , ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

ପେଜ ଟିକୁ ତଳକୁ ଆସି ଦେଖିଲେ ଏହିପରି ରେଜଲ୍ଟ ଦେଖାଯିବ ଏହାପରେ ତିନୋଟି ବିନ୍ଦୁ ରହିଛି ସେହି ବିନ୍ଦୁ ଉପରେ କ୍ଲିକ କଲେ Apply ଅପସନ ଆସିଯିବ Apply ଉପରେ କ୍ଲିକ କରନ୍ତୁ I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

ପେଜ ଟିକୁ ତଳକୁ ଆସି ଦେଖିଲେ ଏହିପରି ରେଜଲ୍ଟ ଦେଖାଯିବ ଏହାପରେ ତିନୋଟି ବିନ୍ଦୁ ରହିଛି ସେହି ବିନ୍ଦୁ ଉପରେ କ୍ଲିକ କଲେ Apply ଅପସନ ଆସିଯିବ Apply ଉପରେ କ୍ଲିକ କରନ୍ତୁ I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

close ଉପରେ କ୍ଲିକ କରନ୍ତୁ ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

ଏଠାରେ ଆସିଥିବା OTP ଟି ଦିଅନ୍ତୁ ଏବଂ Submit ଉପରେ କ୍ଲିକ କରନ୍ତୁ I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

ଏଠାରେ ଆସିଥିବା OTP ଟି ଦିଅନ୍ତୁ ଏବଂ Submit ଉପରେ କ୍ଲିକ କରନ୍ତୁ I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

ସମସ୍ତ ତଥ୍ୟ ଭଲ ଭାବରେ ଭରନ୍ତୁ I

ସମସ୍ତ ତଥ୍ୟରି ସାରିବା ପରେ ଏହି ବାକ୍ସ ରେ All Documents ଲେଖିଦିଅନ୍ତୁ ଏବଂ Upload ଉପରେ କ୍ଲିକ କରନ୍ତୁ I

ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

dg-file-upload.dragDropOrBrowse

ଲେଖା ଉପରେ କ୍ଲିକ କରନ୍ତୁ I

ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ

ଆପଣ ସ୍କାନ କରିଥିବା ଡକ୍ୟୁମେଣ୍ଟ କୁ ଫାଇଲେ ଯାଇ ଅପଲୋଡ଼ (Upload) କରିଦିଅନ୍ତୁ I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ I

ଆପଣ ଅପଲୋଡ଼ (Upload) କରିଥିବା ଡକ୍ୟୁମେଣ୍ଟ ଗୁଡିକ ଏଠାରେ ଦେଖାଯିବ I ଏହା ପରେ Portal form priview ଉପରେ କ୍ଲିକ କରନ୍ତୁ I ଏହାପରେ ତଳେ ଦିଆ ଯାଇଥିବା ପେଜ ଟି ଖୋଲି ଯିବ

Leave a Comment

Your email address will not be published. Required fields are marked *

Scroll to Top