How to Apply Birth Certificate ? ଜନ୍ମ ସାର୍ଟିଫିକେଟ କେମିତି ଆବେଦନ କରାଯାଏ ?

ଓଡ଼ିଶାରେ ଜନ୍ମ ସାର୍ଟିଫିକେଟ୍ (Birth Certificate) ପାଇଁ ଅନଲାଇନ୍ ଆବେଦନ କରିବା ଏବେ ଅତି ସହଜ। ଏଥିପାଇଁ ଆପଣଙ୍କୁ ଆଉ ବାରମ୍ବାର ସରକାରୀ ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ। ନିମ୍ନରେ ଦିଆଯାଇଥିବା ଷ୍ଟେପ୍-ବାଇ-ଷ୍ଟେପ୍ ଗାଇଡ୍‌କୁ ଅନୁସରଣ କରି ଆପଣ ନିଜ ମୋବାଇଲ୍ ବା କମ୍ପ୍ୟୁଟର ସାହାଯ୍ୟରେ ଆବେଦନ କରିପାରିବେ।

ଆବଶ୍ୟକ ଡକ୍ୟୁମେଣ୍ଟ ?

  1. ମମତା ବହି / ଡିସ୍ଚାର୍ଜ ସ୍ଲିପ 
  2. ବାପା , ମା ଙ୍କ ଆଧାର କାର୍ଡ
  3. ମୋବାଇ ନମ୍ବର

ଜନ୍ମ ସାର୍ଟିଫିକେଟ ଆବେଦନ କରିବାର ଦୁଇଟି ପଦ୍ଧତି ରହିଛି, ଯଥା (1) ଅନଲାଇନ (2) ଅଫଲାଇନ I ସର୍ବ ପ୍ରଥମେ ଅନଲାଇନ ବିଷୟରେ ଜାଣିବା I

(1) ଅନଲାଇନ ଆବେଦ କରିବାର ପ୍ରକ୍ରିୟା ?

ଜନ୍ମ ସାର୍ଟିଫିକେଟ ଆବେଦନ କରିବା ପାଇଁ ସର୍ବ ପ୍ରଥମେ ଯେକୌଣସି ଏକ ବ୍ରାଉଜର କୁ ଯାଇ birthdeath.odisha.gov.in ଲେଖି ସର୍ଚ କରନ୍ତୁ I ନିମ୍ନରେ ଦିଆଯାଇଥିବା ପେଜ ଟି ଖୋଲିଯିବ I

 

Leave a Comment

Your email address will not be published. Required fields are marked *

Scroll to Top