ମଧୁବାବୁ ପେନ୍‌ସନ୍ ଯୋଜନା ୨୦୨୬: କିପରି ଆବେଦନ କରିବେ ଏବଂ ଷ୍ଟାଟସ୍ କିପରି ଚେକ୍ କରିବେ?

ମଧୁବାବୁ ପେନ୍‌ସନ୍ ଯୋଜନା କଣ ?

ମଧୁବାବୁ ପେନ୍‌ସନ୍ ଯୋଜନା (MBPY) ହେଉଛି ଓଡ଼ିଶା ସରକାରଙ୍କ ଏକ ସାମାଜିକ ସୁରକ୍ଷା ଯୋଜନା, ଯାହା ଦ୍ୱାରା ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ ଅସହାୟ ଲୋକମାନଙ୍କୁ ପ୍ରତିମାସ ପେନ୍‌ସନ୍ ଦିଆଯାଏ। ଏହି ଯୋଜନା 2008 ମସିହାରେ ଆରମ୍ଭ ହୋଇଥିଲା ଏବଂ 60 ବର୍ଷ ଉର୍ଦ୍ଧ୍ୱ ବୟସ୍କ, ବିଧବା, AIDS ରୋଗୀ, ଲେପ୍ରୋସି ରୋଗୀ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ଏଥିରେ ଲାଭ ପାଇପାରନ୍ତି। ଯୋଗ୍ୟ ଲାଭୁକଙ୍କୁ ପ୍ରତିମାସ ନିର୍ଦ୍ଧାରିତ ରାଶି ସରକାର ଦେଇଥାଏ, ଯାହା ସାଧାରଣତଃ ପ୍ରତି ମାସ 15 ତାରିଖରେ ଦିଆଯାଏ।

Leave a Comment

Your email address will not be published. Required fields are marked *

Scroll to Top